ଫିଟନେସ ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
13/06/2018 at 7:07 AM

ଫିଟନେସ ଚ୍ୟାଲେଞ୍ଜ ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଟ୍ୱିଟ ଜରିଆରେ ଭିଡିଓ ପୋଷ୍ଟ କରିଛନ୍ତି ମୋଦି | ଭିଡିଓରେ ମୋଦି ବିଭିନ୍ନ ଯୋଗାସନ,ବ୍ୟାୟାମ ସହ ଚାଲିବାର ଦୃଶ୍ୟ ରହିଛି |
Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya
13/06/2018 at 7:07 AM
ଫିଟନେସ ଚ୍ୟାଲେଞ୍ଜ ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଟ୍ୱିଟ ଜରିଆରେ ଭିଡିଓ ପୋଷ୍ଟ କରିଛନ୍ତି ମୋଦି | ଭିଡିଓରେ ମୋଦି ବିଭିନ୍ନ ଯୋଗାସନ,ବ୍ୟାୟାମ ସହ ଚାଲିବାର ଦୃଶ୍ୟ ରହିଛି |