vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଚୀନରେ ପ୍ରଧାନମନ୍ତ୍ରୀ ମୋଦି

9/06/2018 at 11:32 AM

ଆଜି ଠାରୁ ଦୁଇ ଦିନିଆ ଚୀନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ସାଙ୍ଘାଇ ସହଯୋଗ ସଂଗଠନ ଶିଖର ବୈଠକରେ ଯୋଗ ଦେବାପାଇଁ ଚୀନରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଚୀନ୍ ରାଷ୍ଟ୍ରପତିଙ୍କ ସହ ଦ୍ୱିପକ୍ଷିୟ ଆଲୋଚନା କରିବେ ଏବଂ ୧୦ତାରିଖ ଦିନ ଶିଖର ବୈଠକରେ ଯୋଗ ଦେବେ । ଏସସିଓ ଶିଖର ସମ୍ମିଳନୀରେ କ୍ଷେତ୍ରୀୟ ସୁରକ୍ଷା ଓ ଆତଙ୍କବାଦ ଉପରେ ଆଲୋଚନା କରାଯିବ। ଏଥିରେ ମୋଦି ପାକିସ୍ତାନ ଦ୍ଵାରା ଆତଙ୍କବାଦକୁ ମିଳୁଥିବା ପ୍ରୋତ୍ସାହନ ପ୍ରସଙ୍ଗ ଉଠାଇ ପାରନ୍ତି । ପୂର୍ବରୁ ଉଭୟ ନେତା ୧୨ରୁ ଉର୍ଦ୍ଧ୍ଵ ଥର ଭେଟ ହୋଇ ସାରିଛନ୍ତି। ମାତ୍ର କିଙ୍ଗଡାଓରେ ଆଜି ଉଭୟ ନେତା ପାଖାପାଖି ଦୁଇ ମାସ ପରେ ଭେଟୁଛନ୍ତି। ଏହା ପୂର୍ବରୁ ଚୀନର ଉହାନ ସହରରେ ଉଭୟ ନେତା ଐତିହାସିକ ଅନୌପଚାରିକ ସମ୍ମିଳନୀରେ ସାକ୍ଷାତ କରିଥିଲେ।

Leave a Reply

   Related Posts