ନରେନ୍ଦ୍ର ମୋଦି @ ୬୮
17/09/2018 at 12:45 PM

ବାରଣାସୀ ୧୭/୯ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ | ୬୮ ବର୍ଷରେ ପାଦ ଥାପିଛନ୍ତି ପ୍ରଧାନମନ୍ତ୍ରୀ | ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟର ଭଦନଗରରେ ଜନ୍ମ ଗ୍ରହଣ କରିଥିଲେ ମୋଦି | ଆଜି ସେ ତାଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀରେ ସ୍କୁଲ ପିଲାଙ୍କ ସହ ଜନ୍ମ ଦିନ ପାଳନ କରିଛନ୍ତି |