ଉଜ୍ଜ୍ବଳା ହିତାଧିକାରୀଙ୍କ ସହ ସିଧାସଳଖ କଥା ହେଉଛନ୍ତି ମୋଦି

Published By : Prameya-News7 Bureau | May 28, 2018 IST

ଉଜ୍ଜ୍ବଳା ହିତାଧିକାରୀଙ୍କ ସହ ସିଧାସଳଖ କଥାହେଲେ ପ୍ରଧାନମନ୍ତ୍ରୀ |ଭିଡିଓ କନଫରେନ୍ସିଂ ଜରିଆରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଓଡିଶାର ମୟୁରଭଞ୍ଜ ଜିଲ୍ଲାରୁ ଆଲୋଚନା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ | ଯୋଜନାର ଫାଇଦା ମିଳୁଛି କି ନାହିଁ ସେନେଇ ପଚାରି ବୁଝିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.