ଉଜ୍ଜ୍ବଳା ହିତାଧିକାରୀଙ୍କ ସହ ସିଧାସଳଖ କଥା ହେଉଛନ୍ତି ମୋଦି
28/05/2018 at 6:16 AM

ଉଜ୍ଜ୍ବଳା ହିତାଧିକାରୀଙ୍କ ସହ ସିଧାସଳଖ କଥାହେଲେ ପ୍ରଧାନମନ୍ତ୍ରୀ |ଭିଡିଓ କନଫରେନ୍ସିଂ ଜରିଆରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଓଡିଶାର ମୟୁରଭଞ୍ଜ ଜିଲ୍ଲାରୁ ଆଲୋଚନା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ | ଯୋଜନାର ଫାଇଦା ମିଳୁଛି କି ନାହିଁ ସେନେଇ ପଚାରି ବୁଝିଲେ |