ଆସନ୍ତା ୧୯ରେ ବାହାରିବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ
17/05/2018 at 11:49 AM

୧୯ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ୧୯ ତାରିଖ ଦିନ ୧୧ଟାରେ ସିଏଚ୍ଏସ୍ଇ କାର୍ଯ୍ୟାଳୟରେ ଏହି ଫଳାଫଳ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ଅଫିସିଆଲ ଉବସାଇଟchseodisha.nic.in. ରେଜଲ୍ଟ ଦେଖିପାରିବେ। ଏହାସହ orissaresults.nic.in.ରେ ମଧ୍ୟ ଛାତ୍ରଛାତ୍ରୀ ପରୀକ୍ଷାଫଳ ଦେଖିପାରିବେ। ପରିୀକ୍ଷାଥୟୀ ନିଜର ରୋଲ ନମ୍ବର ରେଜିେ;ଷ୍ଟ୍ରସନ ନମ୍ବର ଟାଇପ କରି ରେଜଲ୍ଟ ଜାଣି ପାରିବେ।ଚଳିତ ବର୍ଷ ଯୁକ୍ତ ଦୁଇ ବର୍ଗରେ ୩ ଲକ୍ଷ ୬୫ ହଜାର ୮୨୬ ପରୀକ୍ଷାର୍ଥୀ ରହିଥିବାବେଳେ ବିଜ୍ଞାନ ବିଭାଗରେ ୯୬ ହଜାରରୁ ଉଧ୍ବ ଛାତ୍ର ଛାତ୍ରୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଛନ୍ତି।
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023