ବିଶ୍ୱକପ୍ ୨୦୨୩ : ପ୍ଲେୟାର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ରେସ୍‌ରେ ୯ ଖେଳାଳି, ଜାଣନ୍ତୁ କିଏ କିଏ ସବୁ…

ଅହମ୍ମଦାବାଦ ୧୮।୧୧ : ବିଶ୍ୱକପ୍‌ ୨୦୨୩ । ରବିବାର ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯିବ ଫାଇନାଲ ମ୍ୟାଚ୍‌ । ଆଉ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ରବିବାର ଦିନ କ୍ରିକେଟ୍‌ ଦୁନିଆ ମିଳିବ ନୂଆ ଚମ୍ପିଆନ୍‌ । ତେବେ ୨୦୨୩ ବିଶ୍ୱକପ୍‌ ପ୍ଲେୟାର ଅଫ୍‌ ଟି ଟୁର୍ଣ୍ଣାମେଣ୍ଟ ରେସ୍‌ରେ ଅଛନ୍ତି ୯ ଜଣ କ୍ରିକେଟର । ଆସନ୍ତୁ ଜାଣିବା କିଏ ସବୁ ଏହି ଖେଳାଳି ରୋହିତ ଶର୍ମା- ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଜବରଦସ୍ତ … Continue reading ବିଶ୍ୱକପ୍ ୨୦୨୩ : ପ୍ଲେୟାର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ରେସ୍‌ରେ ୯ ଖେଳାଳି, ଜାଣନ୍ତୁ କିଏ କିଏ ସବୁ…