Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ବିଜେଡିର ୨୫ବର୍ଷ ପୂର୍ତ୍ତି ଅବସରରେ ଯୁବ ବିଜେଡି ପକ୍ଷରୁ ବୃକ୍ଷରୋପଣ

9/07/2022 at 4:07 PM

ଭଦ୍ରକ ୯।୭: ବିଜୁ ଜନତା ଦଳ ୨୫ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଭଦ୍ରକ ଜିଲ୍ଲାର ବହୁଦରଡ଼ା ଗ୍ରାମପଞ୍ଚାୟତଠାରେ ବିଜୁ ଯୁବ ଜନତା ଦଳ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି  । ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଯୁବ ବିଜେଡି ସଭାପତି ତଥା ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲଙ୍କ ସହ ବହୁ ନେତା ଯୋଗ ଦେଇଥିଲେ ।

୨୫ ବର୍ଷ ପୂର୍ତ୍ତି ଅବସରରେ ୨୫ଟି ଗଛ ରୋପଣ କରାଯାଇଛି । ଗଛଗୁଡିକର ରକ୍ଷଣାବେକ୍ଷଣ ପାଇଁ ୨୪ ଜଣ ଯୁବ ବିଜେଡି କର୍ମୀଙ୍କୁ ଦାୟିତ୍ବ ଅର୍ପଣ କରାଯାଇଛି । ଆଗାମୀ ଦିନମାନଙ୍କରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର, ବୃକ୍ଷରୋପଣ, କ୍ରିକେଟ୍ ଓ ଫୁଟବଲ ମ୍ୟାଚ ସହ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟରେ ସ୍ଥାନୀୟ ସମର୍ଥକମାନେ ଯୋଗ ଦେଇଥିଲେ ।

   Related Posts