ଆଜି ହେବ ବହୁ ଚର୍ଚ୍ଚିତ ପିପିଲି ଗଣ ଦୁଷ୍କର୍ମ ମାମଲାର ଚୁଡାନ୍ତ ଶୁଣାଣି
8/05/2018 at 6:09 AM

ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୈ।ର। ଜଜଂକ କୋର୍ଟରେ ମାମଲାର ଶେଷ ଶୁଣାଣୀ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଥିଲା । 2011 ନଭେମ୍ବର 29 ତାରିଖରେ ଘଟିଥିବା ଏହି ଘଟଣା ସେ ସମୟରେ ରାଜ୍ୟରେ ହଟଚମଟ ସୃଷ୍ଟି କରିଥିଲା । ଘଟଣାରେ ଅଭିଯୁକ୍ତଙ୍କୁ ଲୁଚାଇଥିବା ଅଭିଯୋଗରେ ପ୍ରଦୀପ ମହାରଥୀଙ୍କ ମନ୍ତ୍ରୀ ପଦ ଯାଇଥିବା ବେଳେ ପିପିଲି ଥାନା ଅଧିକାରୀ ଚାକିରିରୁ ବହିଷ୍କାର କରାଯାଇଥିଲା । ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ସୁକାନ୍ତ ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ପ୍ରେମାନନ୍ଦ ନାୟକଙ୍କ ସମେତ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଂଚ ।
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023