ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

୧୨ ଲକ୍ଷର ଚନ୍ଦନ କାଠ ସହିତ ପିକପ ଭ୍ୟାନ ଜବତ; ମାଫିଆ ଫେରାର

27/09/2022 at 10:22 PM

ଲମତାପୁଟ ୨୭/୦୯: କୋରାପୁଟ୍‌ କୋରାପୁଟ ଏବେ ଚନ୍ଦନ କାଠ ଚୋରା ଚାଲାଣ ଆରମ୍ଭ ହୋଇଛି। ପୁଣି ପାଡୁଆ ପୋଲିସକୁ ବଡ଼ ସଫଳତା। ପେଟ୍ରୋଲିଂ ସମୟରେ ଚମ୍ପାପୁଟ କୁଲାର ସିଂ ଘାଟରୁ ଚନ୍ଦନ କାଠ ଜଳ ପଥରେ ଡଙ୍ଗା ସାହାଯ୍ୟରେ ଆଣି ନଦୀ ଘାଟରେ ରାଖୀ  ଗାଡିରେ ରଖୁଥୁବା ସମୟରେ ମାଡିବସିଲା ପୋଲିସ।

ଘଟଣାସ୍ଥଳରୁ ମାଫିଆ ଫେରାର ହୋଇଯାଇଥିବା ବେଳେ ପିକପ ଭ୍ୟାନ ସହ  ଦୁଇ କ୍ବିଣ୍ଟାଲରୁ ଅଧିକ ଚନ୍ଦନ କାଠ ଜବତ ହୋଇଛି। ଏହି କାଠର ଆନୁମାନିକ ୧୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଜବତ ହୋଇଥିବା ଚନ୍ଦନ କାଠ  ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିଲା ବୋଲ ପୋଲିସ କହିଛି।

   Related Posts