ଅଟୋକୁ ଧକ୍କା ଦେଲା ପିକ ଅପ ଭ୍ୟାନ ; ଜଣେ ମୃତ,୩ ଗୁରୁତର
1/05/2018 at 10:51 AM

ବ୍ରହ୍ମପୁର ଦିଗପହଣ୍ଡି ବାଇଗଣବାଡିଆ ଛକରେ ଦୁର୍ଘଟଣା
ଅଟୋ ସହ ପିକ ଅପ ଭ୍ୟାନ ଧକ୍କା
ଘଟଣାସ୍ଥଳରେ ଜଣେ ମୃତ, ୩ ଗୁରୁତର
୩ ଗୁରୁତର ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି
ମୃତକ ଜଣକ ଗତ କିଛି ଦିନ ହେଲା ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିଲା
ଆଜି ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବାରୁ ସେ ଡ଼ିସଚାର୍ଜ ହୋଇ ଘରକୁ ଫେରିବା ବାଟରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି