ଆଜି ପୁଣି ବଢ଼ିଲା ପେଟ୍ରୋଲ୍ ଏବଂ ଡିଜେଲ୍ ଦର : ଜାଣନ୍ତୁ କେତେ ମୂଲ୍ୟ?

Published By : Prameya-News7 Bureau | December 03, 2020 IST

wp:heading {"level":4}

ନୂଆଦିଲ୍ଲୀ ୩/୧୨: ତେଲ କମ୍ପାନୀ ଆଜି ଡିଜେଲ୍ ଏବଂ ପେଟ୍ରୋଲ୍ ୨ଟିର ମୂଲ୍ୟ ବୃଦ୍ଧି କରିଛି। ପେଟ୍ରୋଲର ମୂଲ୍ୟ ୧୭ପଇସା ଯାଏଁ ଏବଂ ଡିଜେଲର ମୂଲ୍ୟ ୨୦ପଇସା ଯାଏଁ ବଢ଼ିଛି। ଆଜି ପେଟ୍ରୋଲ୍ ପ୍ରତି ଲିଟର ୮୨.୪୯ଟଙ୍କା ଏବଂ ଡିଜେଲ୍ ପ୍ରତି ଲିଟର ୭୨.୬୫ ଟଙ୍କା ରହିଛି। ଇଣ୍ଡିଆନ୍ ଅୟେଲ୍ ଅନୁସାରେ ଡିସେମ୍ବର ୩ତାରିଖରେ ଦିଲ୍ଲୀ,କୋଲକାତା,ମୁମ୍ବାଇ ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲ୍ ଏବଂ ଡିଜେଲର ମୂଲ୍ୟ ଏଭଳି ରହିଛି।

/wp:heading wp:heading {"level":4}

ଆପଣ ନିଜ ସହରର ପେଟ୍ରୋଲ୍-ଡିଜେଲର ଦାମ୍ ପ୍ରତିଦିନ SMS ଜରିଆରେ ଚେକ୍‌ କରିପାରିବେ। ଇଣ୍ଡିଆନ୍ ଅୟେଲର ଗ୍ରାହକ RSP<ଡିଲର କୋଡ> ଲେଖି 9224992249 ନମ୍ବରରେ ଏବଂ HPCL ର ଗ୍ରାହକ HPPRICE <ଡିଲର କୋଡ> ଲେଖି 9222201122 ନମ୍ବରରେ ପଠାଇ ପାରିବେ। ବିପିସିଏଲ୍ ଗ୍ରାହକ RSP<ଡିଲର କୋଡ> ଲେଖି 9223112222 ନମ୍ବରରେ ପଠାଇ ପାରିବେ।

/wp:heading wp:heading {"level":4}

ପେଟ୍ରୋଲ୍ ଏବଂ ଡିଜେଲ୍ ଦାମରେ ଏକ୍ସାଇଜ ଡ୍ୟୁଟି,ଡିଲର କମିଶନ ଏବଂ ଅନ୍ୟ ଜିନିଷ ଯୋଡ଼ିବା ପରେ ଏହାର ଦାମ୍ ପାଖାପାଖି ୨ଗୁଣା ହୋଇଯାଏ। ବୈଦେଶିକ ମୁଦ୍ରା ଦର ସହ ଅନ୍ତର୍ଜାତୀୟ ବଜାରରେ କୃଡ ମୂଲ୍ୟ ଆଧାର​‌ରେ ପ୍ରତିଦିନ ପେଟ୍ରୋଲ୍ ଏବଂ ଡିଜେଲର ମୂଲ୍ୟରେ ପରିବର୍ତ୍ତନ ହୋଇଥାଏ। ଅୟେଲ ମାର୍କେଟିଂ କମ୍ପାନୀର ମୂଲ୍ୟର ସମୀକ୍ଷା ପରେ ପ୍ରତିଦିନ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ ସ୍ଥିର କରିଥାଏ। ଇଣ୍ଡିଆନ୍ ଅୟେଲ୍,ଭାର ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ୍ ଏବଂ ଡିଜେଲ୍ ଦରରେ ସଂଶୋଧନ କରି ଜାରି କରିଥାଏ।

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.