ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ, ଜାଣନ୍ତୁ ଆଜି କେଉଁ ସହରରେ ମୂଲ୍ୟ କେତେ ରହିଛି

Published By : Prameya-News7 Bureau | February 02, 2020 IST

ନୂଆଦିଲ୍ଲୀ ୨।୨: ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟର ହ୍ରାସ ପାଇଛି । ରବିବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୮ ପଇସା ହ୍ରାସ ପାଇ ପ୍ରତି ଲିଟର ୭୩.୧୯ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ୭୮.୮୩ ଟଙ୍କା ଏବଂ କୋଲକାତାରେ ୭୫.୭୮ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ୭୬.୦୩ ଟଙ୍କାରେ ବିକ୍ରି ହେଉଛି ।

ସେହିପରି ଦିଲ୍ଲୀରେ ଡିଜେଲ ୬୬.୨୨ ଟଙ୍କା ପ୍ରତି ଲିଟର ରହିଛି । ସେହିଭଳି ମୁମ୍ବାଇରେ ଡିଜେଲ ୬୯.୪୨ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । କୋଲକତାରେ ଡିଜେଲ ମୂଲ୍ୟ ୬୮.୫୯ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ଡିଜେଲ ମୂଲ୍ୟ ୬୯.୯୬ ଟଙ୍କା ପ୍ରତି ଲିଟର ରହିଛି ।

ପେଟ୍ରୋଲ ମୂଲ୍ୟ :

ଆଗ୍ରା- ୭୪.୬୨ ଟଙ୍କା / ଲିଟର

ଅହମ୍ମଦାବାଦ- ୭୪.୮୭ ଟଙ୍କା / ଲିଟର

ଆଲ୍ଲହାବାଦ- ୭୪.୮୭ ଟଙ୍କା / ଲିଟର

ଔରଙ୍ଗାବାଦ- ୭୯.୬୬ ଟଙ୍କା / ଲିଟର

ବେଙ୍ଗାଲୁରୁ- ୭୫.୬୬ ଟଙ୍କା / ଲିଟର

ଭୋପାଳ- ୮୧.୩୪ ଟଙ୍କା / ଲିଟର

ଭୁବନେଶ୍ବର- ୭୨.୧୯ ଟଙ୍କା / ଲିଟର

ଚଣ୍ଡିଗଡ- ୬୯.୧୯ ଟଙ୍କା / ଲିଟର

ଡିଜେଲ ମୂଲ୍ୟ :

ଆଗ୍ରା- ୬୬.୨୦ ଟଙ୍କା / ଲିଟର

ଅହମ୍ମଦାବାଦ- ୬୯.୨୯ ଟଙ୍କା / ଲିଟର

ଆଲ୍ଲହାବାଦ- ୬୬.୫୫ ଟଙ୍କା / ଲିଟର

ଔରଙ୍ଗାବାଦ- ୭୦.୪୬ ଟଙ୍କା / ଲିଟର

ବେଙ୍ଗାଲୁରୁ- ୬୮.୪୬ ଟଙ୍କା / ଲିଟର

ଭୋପାଳ- ୭୨.୪୫ ଟଙ୍କା / ଲିଟର

ଭୁବନେଶ୍ବର- ୭୧.୦୩ ଟଙ୍କା / ଲିଟର

ଚଣ୍ଡିଗଡ- ୬୩.୦୪ ଟଙ୍କା / ଲିଟର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.