oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଅପେକ୍ଷାର ଅନ୍ତ, ଆସିଲା ଭାକସିନ୍ : ଭାରତରେ କୋଭାକ୍ସିନ୍ ଓ କୋଭିସିଲ୍ଡର ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି

3/01/2021 at 11:11 AM

ନୂଆଦିଲ୍ଲୀ,୦୩/୦୧:  କେନ୍ଦ୍ର ସରକାର କରୋନା ଭାକସିନ୍ କୋଭାକ୍ସିନ୍ ଓ କୋଭିସିଲ୍ଡକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଡିଜିସିଆଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀର ଏହି ବଡ ଘୋଷଣା କରିଛନ୍ତି ।

ଦେଶରେ ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଁଚିଛି । ଡ୍ରାଏ ରନ୍ ଚାଲିଛି । ଦୁଇଟି ଭାକସିନକୁ ମଞ୍ଜୁରୀ ମଧ୍ୟ ମିଳିସାରିଛି । ଲୋକଙ୍କ ପାଖରେ କିପରି ଭାକସିନ୍ ଠିକସେ ପହଁଚିବ ସେନେଇ ବନ୍ଦୋବସ୍ତ ଚାଲିଛି । ନକ୍ସଲ ପ୍ରଭାବିତ ଜିଲ୍ଲାରେ ମଧ୍ୟ ଟିକାକରଣ କିପରି ହେବ ସେନଇ ମଧ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । 

ଦେଶରେ ଏବେ କୋଭାକ୍ସିନ୍ ଓ କୋଭିସିଲ୍ଡକୁ ଜରୁରୀକାଳିନ ବ୍ୟବହାର ପାଇଁ ସୁପାରିଶ କରାଯାଇଥିଲା । ଯାହାକୁ ଡିଜିସିଆଇ ଅନୁମତି ପ୍ରଦାନ କରିଛନ୍ତି । ରବିବାର ଡିଜିସିଆଇ ପକ୍ଷରୁ ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

   Related Posts