ଜୁନିୟର କଲେଜରେ ଯୁକ୍ତ ୨ ସିଟ୍ ବୃଦ୍ଧି ପାଇଁ ଅନୁମତି, ସପ୍ତାହେ ମଧ୍ୟରେ ଆବେଦନ କରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | July 13, 2021 IST

ଭୁବନେଶ୍ବର ୧୩।୭: ବଢିବ ଯୁକ୍ତ ଦୁଇ ସିଟ୍ । ଜୁନିୟର କଲେଜରେ ଯୁକ୍ତ ୨ ସିଟ୍ ବଢାଇବା ପାଇଁ ମିଳିଛି ଅନୁମତି । ସିଟ୍ ବୃଦ୍ଧି ପାଇଁ ସପ୍ତାହେ ମଧ୍ୟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ସରେ ଅନଲାଇନ୍ ମାଧ୍ୟମରେ ଆବୋଦନ କରିବାକୁ ନିର୍ଦ୍ଦେଶ ରହିଛି । ଚଳିତ ବର୍ଷ ମାଟ୍ରିକ ପାସ୍ କରିଛନ୍ତି ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ । ରାଜ୍ୟରେ ଯୁକ୍ତ ୨ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି ।

{"id":480003,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.