oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଗଞ୍ଜେଇ ଜବତକୁ ନେଇ ଉତ୍ତେଜନା, ଥାନା ସମ୍ମୁଖରେ ଧାରଣାରେ ବସିଲେ ଲୋକେ

7/10/2020 at 5:41 PM

ମୋହନା ୭।୧୦: ଗଞ୍ଜେଇ ଜବତକୁ ନେଇ ଥାନାରେ ଉତ୍ତେଜନା । ଗଜପତି ଜିଲ୍ଲା ଅଡବା ଥାନା ସମ୍ମୁଖରେ ଏଭଳି ଉତ୍ତଜନା ଦେଖିବାକୁ ମିଳିଛି । ମିଥ୍ୟା ଅଭିଯୋଗରେ ଗିରଫ କରିଥିବା ଅଭିଯୋଗରେ ଥାନା ଫାଟକରେ ଲୋକେ ଧାରଣା ଦେଇଛନ୍ତି ।

ସୂଚନ ଅନୁସାରେ ମଙ୍ଗଳବାର ଦିନ ଅଡବା ପୋଲିସ ଏକ ମିନି ଟ୍ରକ ସହ ୧୨୫ କେ.ଜି. ଗଞ୍ଜେଇ ଜବତ କରିଥିଲା । ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ଗିରଫ ଦୁଇ ଅଭିଯୁକ୍ତ ହେଲେ ତେଲେଙ୍ଗାପଦା ଗାଁର ୨୩ ବର୍ଷ ବୟସ୍କ ଯୁବକ କୁଳକାନ୍ତ ନାୟକ ଏବଂ ଶୁଣ୍ଢିପଦା ଗାଁର ୧୯ ବର୍ଷ ବୟସ୍କ ଘାଷି ନାୟକ । ଏ ନେଇ ଅଡବା ଥାନା ଅଧିକାରୀ ତପନ ପତି ସୂଚନା ଦେଇଛନ୍ତି ।

   Related Posts