ଧରାପଡିଲା ମୋବାଇଲ ଲୁଟେରା : ନିର୍ଦ୍ଧୁମ୍ ଛେଚିଲେ ସ୍ଥାନୀୟ ଲୋକେ
5/03/2020 at 5:09 PM

ତେଲକୋଇ ୫/୩: ତେଲକୋଇ ଥାନା ଅନ୍ତର୍ଗତ ଆକୁଳ ଗାଁ ହାଟରୁ ମୋବାଇଲ ଚୋରି କରୁଥିବା ଯୁବକଙ୍କୁ ଧରି ଛେଚିଲେ ଲୋକେ ।ହାଟକୁ ପରିବା ପାଇଁ ଯାଇଥିବା ଜଣେ ଯୁବକଙ୍କ ଠାରୁ ମୋବାଇଲ ଚୋରି କରି ଦୈ।ଡି ପଳେଇ ଯାଉଥିବା ବେଳେ ଧରି ପକାଇ ଥିଲେ ଲୋକେ ।
ଆଗରୁ ମଧ୍ୟ ହାଟରୁ ୬ଟି ମୋବାଇଲ ଚୋରି ହୋଇଥିବା ବେଳେ ଚୋର ଧରାପଡିନଥିଲା ।ତେବେ ଆଜି ଲୋକଙ୍କ ରୋଷର ଶିକାର ହୋଇଥିଲା ଚୋର । ଚୋରକୁ ଉତମ ମଧ୍ୟମ ଦେଇ ପୁଲିସ ଜିମା ଦେଇଛନ୍ତି ଲୋକେ ।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023