ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

କୁମାରୀଙ୍କ ନିଆରା ପ୍ରୟାସ: ଲୋକଙ୍କୁ ଅଟକାଇ ମାଗୁଛନ୍ତି ଟଙ୍କା, ନଥିଲେ କହୁଛନ୍ତି କର ଡିଜିଟାଲ ପେମେଣ୍ଟ

6/10/2021 at 8:58 AM

ପଟ୍ଟାମୁଣ୍ଡାଇ ୦୬/୧୦: ଆଗକୁ କୁମାର ପୂର୍ଣ୍ଣିମା । କୁମାରୀ ମାନଙ୍କ ଉତ୍ସବ ତେବେ କୁମାରୀ ମାନେ ଓଷା କରିବେ ଓଷା ପାଇଁ ଗାଁ ଗହଳିରେ ଆଇମ୍ଭ ହେଲାଣି ସଜବାଜ । ତେବେ କେନ୍ଦ୍ରାପଡା ର ବିଭିନ୍ନ ଅଞ୍ଚଳରେ ଏବେ କୁମାରୀ ମାନେ ରଶି ବାନ୍ଧି ରାସ୍ତା ଅଟକାଇ ଚାନ୍ଦା ଆଦାୟ କରୁଛନ୍ତି । ସବୁଠାରୁ ବଡ଼କଥା ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହେବେ ଏବେ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ମଧ୍ୟ ଚାନ୍ଦା ଆଦାୟ କରାଗଲାଣି ।

ଆପଣଙ୍କ ପାଖରେ ଯଦି ପଇସା ନାହିଁ ତେବେ ଗୁଗଲ ପେ ଫୋନ ପେ ବା ପେ ଟିଏମ ମାଧ୍ୟମରେ ଆପଣ ଚାନ୍ଦା ଦେଇପାରିବେ । ଏଭଳି ଚାନ୍ଦା ମାଗିବାର ତରିକା ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହେବେ ଗାଁ ମୁଣ୍ଡରେ କୁମାରୀ ମାନେ ବସି ଦୌଡି ବାନ୍ଧି ଆପଣଙ୍କୁ ଅଟକାଇବେ ଆଉ ଯଦି ପାଖରେ ଟଙ୍କା ନାହିଁ ତେବେ ଆପଣ ଏହି ସବୁ ମାଧ୍ୟମରେ ଟଙ୍କା ଦେବେ ।

   Related Posts