ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ପିଇଓ ସ୍ମିତାରାଣୀଙ୍କ ବାପାଙ୍କ ଚାଞ୍ଚଲ୍ୟକର ବୟାନ : କହିଲେ “ମୋ ଝିଅକୁ ମାରିଦେଲେ ମୋତେ ବି ମାରିଦେବେ”

1/11/2019 at 4:00 PM

ଯାଜପୁର ୧|୧୧: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ମାମଲାରେ ରାଜନୀତି ଜୋରି ଧରିଛି । ସେପଟେ ସ୍ମିତାରାଣୀଙ୍କ ବାପା ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ।

ସେ କହିଛନ୍ତି ଯେ, ‘ଖୁବଶୀଘ୍ର ମୁଁ ଗାଁ ଛାଡିବି । ମୁଁ ଭୟଭୀତ ଅବସ୍ଥାରେ ଅଛି । ଯେଉଁଠି ମୋ ଝିଅକୁ ମାରିଦେଲେ ସେଠି ମୋ ଜୀବନ ଯିବା ବି ଅସମ୍ଭବ ନୁହେଁ’ ।ସେପଟେ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ସ୍ମିତାରାଣୀଙ୍କ ସ୍ବାମୀ ।

ବିଜେପି ବିଧାୟକ ଦଳର ଏକ ଟିମ୍ ଯାଜପୁର ଗସ୍ତ କରିଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ଏହି ଟିମ୍ ସ୍ମିତାରାଣୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ତେବେ ଏହାକୁ ନେଇ ଗତକାଲି କଂଗ୍ରେସ ସିବିଆଇ ତଦନ୍ତ ଦାବି କରିବା ସହ ରାଜଭବନ ସମ୍ମୁଖରେ ଧାରଣା ଦେଇଥିଲା ।

   Related Posts