ବାଡ଼ିରୁ ମୟୁର ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ଉଦ୍ଧାରକାରୀ

Published By : Prameya-News7 Bureau | December 31, 2021 IST

ସୋର, ୩୧/୧୨: ମୟୁର ଉଦ୍ଧାର l ସୋର ଥାନା ବାଳଙ୍ଗ ପଂଚାୟତ ଓଦା ଗ୍ରାମର ଅସ୍ତଗଡ଼ିଆ ଠାରେ ଅଜୟ କୁମାର ଦାସଙ୍କ ବାଡ଼ିରେ ଏକ ମୟୁର ଦେଖିବାକୁ ମିଳିଥିଲା । ମୟୁରଟିକୁ ଅଜୟଙ୍କ ପରିବାର ଲୋକ ଉଦ୍ଧାର କରିବା ପରେ ବାଲେଶ୍ବର ଡିଏଫଓଙ୍କୁ ଯୋଗାଯୋଗ କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଆବେଦନ କରିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.