oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କର୍ଲାପାଟ ଅଭୟାରଣ୍ୟରେ ୬ଟି ହାତୀ ମୃତ୍ୟୁ ଘଟଣା : ପିସିସିଏଫ୍‌ଙ୍କ ସ୍ଥିତି ଅନୁଧ୍ୟାନ

16/02/2021 at 8:09 AM

କଳାହାଣ୍ଡି ୧୬।୨: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୬ଟି ହାତୀ ମୃତ୍ୟୁ ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ପିସିସିଏଫ ଶଶୀ ପଲଙ୍କ କର୍ଲାପାଟ ଗସ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ହାତୀ ମୃତ୍ୟୁ ଘଟଣା ପରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । 

୮ ଟିକିଆ ହାତୀ ପଲରୁ ୬ ହାତୀ ମୃତ୍ୟୁ ପରେ ଅନ୍ୟ ଦୁଇ ହାତୀକୁ ବନ ବିଭାଗ ଟ୍ରାକ୍ କରୁଛି । କଦଳୀରେ ଆଣ୍ଟିବାୟୋଟିକ ଖାଇବାକୁ ଦିଆଯାଇଛି । ଦୁଇ ହାତୀର ନମୁନାରେ କୌଣସି ଲକ୍ଷଣ ସଂକ୍ରମଣ ଦେଖାଯାଉ ନ ଥିବା ପିସିସିଏଫ ଶଶୀ ପଲ ସୂଚନା ଦେଇଛନ୍ତି ।

ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ଏବଂ ଏହି ଭୂତାଣୁ ସଂକ୍ରମଣ ରୋକିବାକୁ ସ୍ଥାନୀୟ ଅଞ୍ଚଳରେ ଗୃହ ପାଳିତ ପଶୁଙ୍କୁ ଟିକାକରଣ କରାଯାଉଛି ।  ହାତୀ ପିଉଥିବା ପାଣିକୁ ବିଶୋଧନ କରାଯାଇଛି ।

   Related Posts