ପିସିସି ସଭାପତିଙ୍କ ସହ ବିଧାୟକମାନଙ୍କ ବୈଠକ ; ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା
22/04/2018 at 9:38 AM

ବୈଠକ ପରେ ବିରେୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା
ତୃଣମୂଳ ସ୍ତରରୁ ସଙ୍ଗଠନକୁ ଦୃଢ ପାଇଁ ଆଲୋଚନା ହେଲା
ପିସିସି ସଭାପତି ଓ ବିଧାୟକଙ୍କ ମଧ୍ୟରେ କିଭଳି ସମନ୍ବୟ ରହିବ ସେନେଇ ହେଲା ଆଲୋଚନା
ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ଭିତରେ ଓ ବାହାରେ କିଭଳି ସରକାରଙ୍କୁ ଘେରିବୁ ସେନେଇ ରଣନୀତି ପ୍ରସ୍ତୁତ କରାଗଲା
ବିଧାୟକମାନେ କିଭଳି ଏଆଇସିସି ସଦସ୍ୟ ହେବେ ଏବଂ ଅବହେଳିତ ନହେବେ ସେଥିପାଇଁ ପ୍ରଭାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି
ବିଧାୟକମାନଙ୍କୁ ଆଉ ଅବହେଳା କରାଯିବ ନାହିଁ ବୋଲି ମିଳିଲା ପ୍ରତିଶୃତି
ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କ ସମନ୍ବୟରେ ସବୁ କାର୍ଯ୍ୟ କରାଯିବ
ଅଣ କଂଗ୍ରେସ ଲୋକଙ୍କୁ ଏଆଇସିସି ସଦସ୍ୟ କରାଯାଇଥିବା ନେଇ ପ୍ରଭାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି
Related Posts
କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଜଳିଗଲା ୭ ବଖରା ଘର
2 June 2023