oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଝଟ୍‌କା ଦେଲା ପେଟିଏମ୍‌, ଆଇପିଓର ପ୍ରଥମ ଦିନରେ ହରାଇଥିଲେ ୩୮ ହଜାର କୋଟି, ଏବେ ଚିନ୍ତାରେ ନିବେଶକ

19/11/2021 at 1:08 PM

ନୂଆଦିଲ୍ଲୀ, ୧୯/୧୧: ପେଟିଏମ୍‌ ସେୟାର ବଜାର ପ୍ରବେଶ କରି ଧାମାକା କରିବ ବୋଲି ଆଶା କରିଥିଲେ ନିବେଶକ । ହେଲେ ଏହା ମାର୍କେଟ୍‌ରେ ଏବେ ନେଗେଟିଭ୍‌ ଲିଷ୍ଟିଙ୍ଗ୍‌ ହୋଇଛି । ଏହାର ଆଇପିଓରୁ ଲାଭ ଉଠାଇବାକୁ ଟଙ୍କା ଲଗାଇଥିବା ନିବେଶକଙ୍କର ଏବେ ଟେନ୍‌ସନ୍‌ ବଢ଼ି ଯାଇଛି । ଚଳିତ ବର୍ଷ ସେୟାର ବଜାରରେ ପେଟିଏମ୍‌ ସବୁଠାରୁ ବଡ଼ ଇନିସିଆଲ୍‌ ପବ୍ଲିକ୍‌ ଅଫର୍‌ ବା ଆଇପିଓ ଛାଡ଼ିଥିଲା । କିନ୍ତୁ ଯେତେବେଳେ ନିବେଶକଙ୍କୁ ଆଇପିଓ ଆଲର୍ଟ ହେଲା, ସେହିଦିନ ହିଁ ନିବେଶକଙ୍କୁ ୩୮ ହଜାର କୋଟି ଟଙ୍କା ହରାଇବାକୁ ପଡ଼ିଲା।

ଏହି ଆଇପିଓ ନିବେଶକଙ୍କ ପାଇଁ ଏକ ପ୍ରକାର ଶିକ୍ଷା । ସେୟାର ବଜାର ବିଶେଷଜ୍ଞଙ୍କ ମତ ଅନୁସାରେ, ମାର୍କେଟ୍‌କୁ ଭଲଭାବେ ବୁଝିଥିବା ନିବେଶକମାନେ ପେଟିଏମ୍‌ର ସେୟାରରେ ଟଙ୍କା ନିବେଶ କରିନଥିଲେ । ଏଥିରେ ଉତ୍ସାହୀ ନିବେଶକଙ୍କର ଅଧିକ କ୍ଷତି ହୋଇଛି । ଏମାନେ ସେହି ନିବେଶକ ଯେଉଁମାନେ କି ସେୟାର ବଜାରରେ କିଛିଦିନ ଧରି ଆଇପିଓର ପରଫରମାନ୍ସକୁ ଦେଖି କିଣି ପକାଇଥିଲେ । ଆଉକିଛି ନିବେଶକ ଅନ୍ୟମାନଙ୍କ ପ୍ରରୋଚନାରେ ପଡ଼ି ମଧ୍ୟ କିଣିଥିଲେ ।   

   Related Posts