suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ସାଧାରଣ ଜନତା ଓ ପୋଲିସ ମଧ୍ୟରେ ସୁସମ୍ପର୍କ ପାଇଁ ପଟ୍ଟାମୁଣ୍ଡେଇରେ ପୋଲିସ ତରଫରୁ ଦୁର୍ଗାପୂଜା ଆୟୋଜନ

19/10/2018 at 12:09 PM

କେନ୍ଦ୍ରାପଡା ୧୯/୧୦ : କେନ୍ଦ୍ରାପଡା ଜିଲ୍ଲାରେ ପଟ୍ଟାମୁଣ୍ଡାଇ ଠାରେ ସବୁଠାରୁ ବେଶ ଧୁମଧାମରେ ପାଳନ କରାଯାଏ । ତେବେ ପଟ୍ଟାମୁଣ୍ଡାଇ ଥାନା ତରଫରୁ ପ୍ରାୟ ୩୦ ବର୍ଷ ହେବ ପୋଲିସ ଆଉ ସାଧାରଣ ଜନତାଙ୍କ ମଧ୍ୟରେ ଏକ ସୁସମ୍ପର୍କ ରକ୍ଷା କରିବା ପାଇଁ ପଟ୍ଟାମୁଣ୍ଡାଇ ପୋଲିସ ତରଫରୁ ଏକ ମେଢର ଆୟୋଜନ କରାଯାଇଥିଲା । ତେବେ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ନିଆରା ପୁଜା ପାଳନ ହୋଇଆସୁଛି । ନିଜେ ଥାନା ଅଧିକାରୀ କର୍ତ୍ତା ହେବା ସହିତ ହିନ୍ଦୁ ଆଉ ମୁସଲିମଙ୍କ ମଧ୍ୟରେ ଭାଇଚାରା ରକ୍ଷା କରିବା ପାଇଁ ଏହି ନିଆରା ପଦକ୍ଷପ ବଜାୟ ରଖିଛି ।

   Related Posts