ସାଧାରଣ ଜନତା ଓ ପୋଲିସ ମଧ୍ୟରେ ସୁସମ୍ପର୍କ ପାଇଁ ପଟ୍ଟାମୁଣ୍ଡେଇରେ ପୋଲିସ ତରଫରୁ ଦୁର୍ଗାପୂଜା ଆୟୋଜନ
19/10/2018 at 12:09 PM

କେନ୍ଦ୍ରାପଡା ୧୯/୧୦ : କେନ୍ଦ୍ରାପଡା ଜିଲ୍ଲାରେ ପଟ୍ଟାମୁଣ୍ଡାଇ ଠାରେ ସବୁଠାରୁ ବେଶ ଧୁମଧାମରେ ପାଳନ କରାଯାଏ । ତେବେ ପଟ୍ଟାମୁଣ୍ଡାଇ ଥାନା ତରଫରୁ ପ୍ରାୟ ୩୦ ବର୍ଷ ହେବ ପୋଲିସ ଆଉ ସାଧାରଣ ଜନତାଙ୍କ ମଧ୍ୟରେ ଏକ ସୁସମ୍ପର୍କ ରକ୍ଷା କରିବା ପାଇଁ ପଟ୍ଟାମୁଣ୍ଡାଇ ପୋଲିସ ତରଫରୁ ଏକ ମେଢର ଆୟୋଜନ କରାଯାଇଥିଲା । ତେବେ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ନିଆରା ପୁଜା ପାଳନ ହୋଇଆସୁଛି । ନିଜେ ଥାନା ଅଧିକାରୀ କର୍ତ୍ତା ହେବା ସହିତ ହିନ୍ଦୁ ଆଉ ମୁସଲିମଙ୍କ ମଧ୍ୟରେ ଭାଇଚାରା ରକ୍ଷା କରିବା ପାଇଁ ଏହି ନିଆରା ପଦକ୍ଷପ ବଜାୟ ରଖିଛି ।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023