ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଚାର୍ଜସିଟ୍ ଦାଖଲ
21/08/2018 at 3:42 PM

ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅନ୍ତରୀଣ ଚାର୍ଜସିଟ୍ ଦାଖଲ ହୋଇଛି । ପାଟଣାଗଡ ଏସ୍ଡିଜେଏମ୍ଙ୍କ କୋର୍ଟରେ ୩ଶହ ପୃଷ୍ଠାର ଅନ୍ତରୀଣ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଏଥିରେ ୭୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ରହିଛି ।ଫୋରେନସିକ୍ ରିପୋର୍ଟ ସହ ଅନ୍ୟାନ୍ୟ ରିପୋର୍ଟ ଆସିବା ପରେ କୋର୍ଟରେ ଚୁଡାନ୍ତ ରିପୋର୍ଟ ଦାଖଲ ହେବ ।