ପାଟଣାଗଡ ପାର୍ସଲ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ
23/04/2018 at 8:35 AM

ଆଉ ୨ ଜଣଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ
ସ୍କାଏ କିଙ୍ଗ୍ କୋରିୟର କମ୍ପାନୀର ୨ କର୍ମଚାରୀଙ୍କୁ ଉଠାଇ ନେଲା
୨ କର୍ମଚାରୀ- ଦିଲୀପ ଦାସ ଓ କୋରିୟର ବୟ ସୁଶାନ୍ତ ସେଠ୍
ପାଟଣାଗଡରୁ ବିଳମ୍ବିତ ରାତିରେ ଉଠାଇଲା କ୍ରାଇମବ୍ରାଞ୍ଚ
ବଲାଙ୍ଗିର ସର୍କିଟ ହାଉସରେ ଉଭୟଙ୍କୁ ଚାଲିଛି ଜେରା
ଗତକାଲି ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ