ପାଟଣାଗଡ଼ ପାର୍ସଲ ବୋମା ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲର ରିମାଣ୍ଡ ଅବଧି ଶେଷ
1/05/2018 at 5:17 AM

ପାଟଣାଗଡ଼ ପାର୍ସଲ ବୋମା ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେରର ରିମାଣ୍ଡ ଅବଧି ଆଜି ଶେଷ ହେଉଛି …. ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ….ତାଙ୍କୁ ଠାରୁ ଆହୁରି ତଥ୍ୟ ଓଗାଳିବା ପାଇଁ ପୁଣି ରିମାଣ୍ଡ ଅବଧି ବଢାଇପାରେ କ୍ରାଇମ ବ୍ରାଞ୍ଚ …. କ୍ରାଇମ ବ୍ରାଞ୍ଚ ନିର୍ଦେଶକ ସନ୍ତୋଷ ଉପାଧ୍ୟାୟଙ୍କ ନିର୍ଦେଶରେ ୩ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି …. ପ୍ରଥମ ଟିମର ନେତୃତ୍ୱ କ୍ରାଇମ ବ୍ରାଞ୍ଚ ଆଇଜି ଅରୁଣ ବୋତ୍ରା ନେଇଛନ୍ତି …. ଦ୍ୱିତୀୟ ଟିମ ଡିଆଇଜି ଅମିତାଭ ଠାକୁର ନେଇଥିବା ବେଳେ ତୃତୀୟ ଟିମ ବଲାଙ୍ଗୀର ଏସପିଙ୍କ ନେତୃତ୍ୱରେ ଗଠନ ହେଇଛି ….
Related Posts
ପୂର୍ବବିବାଦରୁ ଗୋଷ୍ଠୀ ସଂଘର୍ଷ, ଏକାଧିକ ଲୋକ ଆହତ
6 December 2023
ସରିଲା କଟକ ଐତିହାସିକ ବାଲିଯାତ୍ରା, ୯ଦିନର ଯାତ୍ରାରେ ହୋଇଛି ଭଲ ବ୍ୟବସାୟ
6 December 2023