ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟମାଇଣ୍ଡ ଗିରଫ ; ପୋଲିସ ଡିଜି ଆର୍.ପି ଶର୍ମାଙ୍କ ପ୍ରତିକ୍ରିୟା
24/04/2018 at 9:09 AM

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଗୁମର ଫିଟୁଚି…. ମାଷ୍ଟମାଇଣ୍ଡ ଅଧ୍ୟାପକପୁଞ୍ଜିଲାଲ ମେହେର ଗିରଫ … ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଧରିବ କ୍ରାଇମବ୍ରାଞ୍ଚ … ପ୍ରିନ୍ସିପାଲ ପଦବୀ ବିବାଦକୁ ନେଇ ଷଡଯନ୍ତ୍ର କରିଥିଲା ଅଭିଯୁକ୍ତ…
ପୋଲିସ ଡିଜି ଆର୍.ପି ଶର୍ମାଙ୍କ ପ୍ରତିକ୍ରିୟା –
କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ରାୟପୁର ଯାଇଛି ….ଘଟଣାର ମାଷ୍ଟରମାଇଣ୍ଡ ହେଉଛି ପୁଞ୍ଜିଲାଲ ମେହେର-ଡିଜିପି …. ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି …. ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ….