ପାର୍ସଲ ବୋମା ବିସ୍ଫୋରଣ ମାମଲା ; ବରପାଲିପଡାରେ ଖୋଳତାଡ
3/05/2018 at 10:11 AM

ପାର୍ସଲ ବୋମା ବିସ୍ଫୋରଣ ମାମଲା…ମାରାଥନ ଜେରାରେ ମାଷ୍ଟମାଇଣ୍ଡ ପୁଞ୍ଜିଲାଲଙ୍କଠୁ ସତ ଓଗାଳୁଛି କ୍ରାଇମବ୍ରାଞ୍ଚ … ବରପାଲିପଡାରେ ଖୋଳତାଡ… ବିଭିନ୍ନ ବାଣ ଦୋକାନ ଓ ଦୋକାନୀଙ୍କ ଘରେ ଛାନଭିନ୍ … ସେପଟେ ପୁଞ୍ଜିଲାଲଙ୍କୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ … ଏଥର କ୍ରାଇମ ବ୍ରାଞ୍ଚ ଡେମୋ ଦେଖାଇବା ପୁଞ୍ଜିଲାଲକୁ …
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023