ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ରାୟପୁର ଅଭିମୁଖେ କ୍ରାଇମବ୍ରାଞ୍ଚ
5/05/2018 at 5:50 AM

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପ୍ରମାଣ ଏକାଠି କରୁଛି କ୍ରାଇମବ୍ରାଞ୍ଚ | ଦ୍ୱିତୀୟ ପର୍ଯ୍ୟାୟରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ମାରାଥନ ଜେରା ଚାଲିଥିବା ବେଳେ ତଦନ୍ତ ପାଟଣାଗଡ଼ରୁ ରାୟପୁର ମୁହାଁ ହୋଇଛି | କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଏବେ ପାଟଣାଗଡ଼ରେ ତଦନ୍ତ ସାରି ଏବେ ରାୟପୁର ଯାଉଛନ୍ତି | ପୁଞ୍ଜିଲାଲକୁ ମଧ୍ୟ ରାୟପୁର ନେବ କ୍ରାଇମବ୍ରାଞ୍ଚ ଟିମ |
Related Posts
କିଶୋର ଜେନାଙ୍କୁ ଦେଢ଼ କୋଟି ପୁରସ୍କାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
4 October 2023