ପାଟଣାଗଡ଼ ପାର୍ସଲ ବୋମା ବୋସ୍ଫୋରଣ ଘଟଣାରେ କ୍ରାଇମ ବ୍ରାଞ୍ଚ କବ୍ଜାରେ ନୂଆପଡାର ୩ ଜଣ
24/04/2018 at 5:43 AM

ପାଟଣାଗଡ଼ ପାର୍ସଲ ବୋମା ବୋସ୍ଫୋରଣ ଘଟଣାରେ କ୍ରାଇମ ବ୍ରାଞ୍ଚ କବ୍ଜାରେ ନୂଆପଡାର ୩ ଜଣ
ଠିକାଦାର ଚନ୍ଦ୍ରମଣି ମେହେର, ଅଧ୍ୟାପକ ଶିବପ୍ରସାଦ ଶା, ବୈବସ୍ୱତ ବିନ୍ଧାଣି
ତେବେ ବୈବସ୍ୱତ ନିର୍ଦୋଷ ବୋଲି ପରିବାର ଲୋକେ ଦାବି କରୁଛନ୍ତି
ନାଏକ ପାଦରେ ଏକ ବନ୍ଧୁକ କାରଖାନା ଚଳାଇବା ଅଭିଯୋଗରେ ବୈବସ୍ୱତ ତାଙ୍କ ମାମୁଙ୍କ ସହ ୩ଜଣଙ୍କୁ ଜେଲ ହୋଇଥିଲା
ପରେ ନିର୍ଦୋଷରେ ଖାଲଶ ହୋଇଥିଲେ ସେମାନେ
ବର୍ତ୍ତମାନ ବୈବସ୍ୱତ ଶ୍ରମିକ ଭାବେ କାମ କରି ରୋଜଗାର କରୁଛନ୍ତି
ତେଣୁ ସେ କୌଣସି ଅପରାଧ କରିନଥିବା ପରିବାର ଲୋକେ ଦାବି କରୁଛନ୍ତି