ପାଟଣା ଜଙ୍ଗଲରେ ଅଗ୍ନିକାଣ୍ଡ; ବିଳମ୍ୱିତ ରାତିରେ ନିଆଁ ଲଗାଇଲେ ଦୁର୍ବୃତ୍ତ
26/02/2023 at 10:11 AM

ପାଟଣା ୨୬/୦୩: ଜଙ୍ଗଲ ଜାଳିଦେଲେ ଦୁର୍ବୃତ୍ତ। କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଖଜୁରୀଡିହା ଜଙ୍ଗଲରେ ଏପରି ଅଗ୍ନିକାଣ୍ଡ ହୋଇଛି। ବିଳମ୍ବିତ ରାତିରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବାରୁ ବହୁ ଗଛ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
Related Posts
୧୫ ମିନିଟ୍ ପବନରେ ଭାଙ୍ଗିଲା ଅନେକ ଗଛ, ଘର ଓ ଦୋକାନ କ୍ଷତିଗ୍ରସ୍ତ
27 March 2023