ଖୋର୍ଦ୍ଧା ମେଡିକାଲରେ ରୋଗୀ ପଞ୍ଜୀକରଣ ଓ ଔଷଧ ବିତରଣ କେନ୍ଦ୍ର ଉଦ୍ଘାଟନ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ
26/02/2020 at 3:32 PM

ଖୋର୍ଦ୍ଧା ୨୬।୨: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ଭାବେ ନିର୍ମାଣ ହୋଇଥିବା ଔଷଧ ବିତରଣ କେନ୍ଦ୍ର ଏବଂ ଟୀକା ଭଣ୍ଡାରକୁ ଉଦଘାଟନ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ୭୨ ଲକ୍ଷ ଟଙ୍କା ବିନିଯୋଗରେ ଏହି କେନ୍ଦ୍ର ନିର୍ମିତ ହୋଇଛି । ଏହା ଦ୍ବାରା ରୋଗୀମାନେ ଉପକୃତ ହୋଇପାରିବେ । ଏହି ଉଦଘାଟନ ଉତ୍ସବରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ଖୋର୍ଦ୍ଧା ବିଧାୟକ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଉପସ୍ଥିତ ଥିଲେ ।
Related Posts
ଗାତରେ ପଡି ୨ ଶିଶୁକନ୍ୟା ମୃତ, ରାସ୍ତା କାମ ପାଇଁ ଖୋଳାଯାଇଥିଲା ଗର୍ତ୍ତ
2 February 2023
ଫେବୃଆରୀ ୨୪ରେ ରାଜ୍ୟ ବଜେଟ୍, ଏପ୍ରିଲ୍ ୬ ଯାଏଁ ଚାଲିବ ଅଧିବେଶନ
2 February 2023
ନିଆଁ ଲାଗି ପୋଡିଗଲେ ପରିବାର: ସ୍ତ୍ରୀ ମୃତ, ବାପା ଓ ପୁଅ ଗୁରୁତର
2 February 2023