Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବାକୁ ସଚେତନତା ଉଦେଶ୍ୟରେ ଚାନ୍ଦବାଲିରେ ପଥପ୍ରାନ୍ତ ସଭା ଆୟୋଜିତ

5/10/2018 at 12:21 PM

ଚାନ୍ଦବାଲି ୫/୧୦ : ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରାଯିବାକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ଉଦେଶ୍ୟରେ ଚାନ୍ଦବାଲି ବ୍ଳକରେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଆୟୋଜନ କରିଛି ବିଜେପି । ଓଡ଼ଶାରେ ଲୋକମାନେ କେମିତି ମାଗଣାରେ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇ ପାରିବେ ସେଥତ୍ପାଇଁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା କରିଥିବା ବେଳେ ରାଜ୍ୟ ସରକାର ଏହି ଯୋଜନକୁ ପ୍ରତ୍ୟକ୍ଷାନ କରିଥିବାରୁ ବିଜେପି ଜନ ଆନ୍ଦୋଳନ ପାଇଁ ପ୍ରଥପ୍ରାପ୍ତ ସଭା ଆପଣେଇଛି ।

   Related Posts