କନ୍ଧମାଳ: ଭୟଙ୍କର ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍ ଓଲଟି ୩ ଜଣକ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛି।
ଏହି ଦୁର୍ଘଟଣା ଘଟିଛି ଫିରିଙ୍ଗିଆ କାଳିଆ ସାହି ନିକଟରେ । ସୂଚନା ଅନୁଯାୟୀ, ମୁନିଗୁଡ଼ାରୁ ଫୁଲବାଣୀ ଆସୁଥିବା ବେଳେ ଏକଘରୋଇ ବସ୍ ଭାରସ୍ୟାମ ହରାଇ ଓଲଟିପଡ଼ିଥିଲା।
Updating...