ସଂସଦର ସ୍ବତନ୍ତ୍ର ଅଧିବେଶନ, ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର

ନୂଆଦିଲ୍ଲୀ,୧୭/୯: ସଂସଦର ସ୍ବତନ୍ତ୍ର ଅଧିବେଶନ । ସୋମବାରଠୁ ୫ ଦିନ ଯାଏଁ ଚାଲିବ । ପ୍ରଥମ ଦିନର ଅଧିବେଶନ ପୁରୁଣା ସଂସଦ ଭବନରେ ଅନୁଷ୍ଠିତ ହେବ । ଏହା ପରେ ଅର୍ଥାତ ୧୯ ତାରିଖ ଗଣେଷ ଚତୁର୍ଥୀ ଅବସରରେ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ନୂଆ ସଂସଦ ଭବନରେ ବସିବ । ପ୍ରଥମ ଦିନରେ ସମ୍ବିଧାନ ସଭାଠାରୁ ଆରମ୍ଭ କରି ସଂସଦର ୭୫ ବର୍ଷ ଯାତ୍ରା ଉପରେ ଆଲୋଚନା କରାଯିବ । ଏହି ସ୍ୱତନ୍ତ୍ର ଅଧିବେଶନରେ ୮ଟି … Continue reading ସଂସଦର ସ୍ବତନ୍ତ୍ର ଅଧିବେଶନ, ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର