oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ନ୍ୟୁଜ୍‌ ସିଧାପ୍ରସାରଣ ବେଳେ ହ୍ରଦ ଭିତରକୁ ଆପେଆପେ ପଶିଗଲା କାର୍‌, ଭିଡିଓ ଭାଇରାଲ୍‌

5/08/2021 at 9:13 PM

ଚିକାଗୋ,  ୦୫/୦୮: ଇଣ୍ଟରନେଟ୍‌ ଏଭଳି ମଧ୍ୟାମ ଯେଉଁଥିରେ ଆପଣ ଘରେ ବସି ସାରା ପୃଥିବୀର ଖବର ଚୁଟ୍‌କିରେ ପାଇପାରିବେ । ଏହାଛଡ଼ା ବିଭିନ୍ନ ସ୍ଥାନରେ ଘଟୁଥିବା ବିଭନ୍ନ ଘଟଣାବଳୀ ସହିତ କୌତୁହଳପୂର୍ଣ୍ଣ ଭିଡିଓ ମଧ୍ୟ ଆପଣ ଦେଖିପାରିବେ । ଯାହାକି ଜଣଙ୍କ ମୋବାଇଲ୍‌ରୁ ଆଉ ଜଣଙ୍କ ମୋବାଇଲ୍‌କୁ ସେୟାର ହୋଇ ଭାଇରାଲ୍‌ ହୋଇଥାଏ । ସେହିଭଳି ଏକ ଭିଡିଓ ଏବେ ଭାଇରାଲ୍‌ ହେଉଛି ।

ଏକ ନ୍ୟୁଜ୍‌ ଚ୍ୟାନେଲ୍‌ର ସିଧାପ୍ରସାରଣ ଚାଲିଥିବା ସମୟରେ କୌତୁହଳପୂର୍ଣ୍ଣ ଘଟଣା ଘଟିଛି । ଜଣେ ରିପୋର୍ଟର ଏକ ପ୍ରୋଜେକ୍ଟ ସମ୍ବନ୍ଧରେ ଲାଇଭ୍‌ କରୁଥିବା ସମୟରେ ପଛପଟେ ରହିଥିବା ଏକ କାର୍‌ ଆପେଆପେ ହ୍ରଦ ମଧ୍ୟକୁ ପଶିଯାଉଛି । ଯାହାର ଭିଡିଓ କ୍ୟାମେରାରେ କଏଦ୍‌ ହୋଇଯାଉଛି ।

କାର୍‌ଟି ପାଣି ଭିତରକୁ ପିଶିବା ବେଳେ ସେଥିରେ କେହି ନଥିଲେ । ଯାହା ଫଳରେ ଏଥିରେ କାହାର କୈଣସି କ୍ଷତି ହୋଇନାହିଁ । ପରେ କ୍ରେନ୍‌ ସାହାଯ୍ୟରେ କାର୍‌ଟିକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ସମୟର ଏକ ଭିଡିଓ ବ୍ରେନ୍‌ ଫ୍ଲୋୟେଡ୍‌ ନାମକ ଜଣେ ଟ୍ୱିଟର୍‌ ବ୍ୟବହାରକାରୀ ସେୟାର କରିଛନ୍ତି । ଯାହାକି ଏବେ ଭାଇରାଲ୍‌ ହୋଇଛି ।

   Related Posts