ଏମିତି ଗୋଟିଏ ପାର୍କ ଅଛି, ଯେଉଁଠି ସଂପୂର୍ଣ୍ଣ ଉଲଗ୍ନ ହୋଇ ବୁଲିବାକୁ ପଡ଼େ ... ଆସନ୍ତୁ ଜାଣିବା ସେହି ପାର୍କ ବିଷୟରେ

Published By : Prameya-News7 Bureau | February 05, 2019 IST

ଆମେ ସମସ୍ତେ ବିଭିନ୍ନ ସ୍ଥାନରେ ପାର୍କ ଦେଖିଛନ୍ତି । କିନ୍ତୁ ଆମେ ଏଭଳି ପାର୍କ ଦେଖି ନାହାଁନ୍ତି, ଯେଉଁଠି ବୁଲିବାକୁ ହେଲେ ପଡ଼ିଥାଏ ହେବାକୁ ସଂପୂର୍ଣ୍ଣ ଉଲଗ୍ନ ।

ଏହି ପାର୍କରେ ପ୍ରେମୀଯୁଗଳ, ସ୍ଵାମୀ-ସ୍ତ୍ରୀ, କିମ୍ବା ବ୍ୟକ୍ତିଗତ ଯିଏ ଯାଉନା କାହିଁକି ରହିଛି ସ୍ଵାଧୀନତା । ସମସ୍ତେ ଏହି ପାର୍କରେ ନିବସ୍ତ୍ର ହୋଇ ରହିପାରିବେ ।

ଏହି ପାର୍କ ଗୋଟିଏ ଫୁଟବଲ ପଡ଼ିଆ ଆକାରରେ ହୋଇଥାଏ । ଏଥିରେ ଭିଜିଟର ମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଥାଏ । ଏହି ପାର୍କରେ ଆପଣ ନିଜ ମର୍ଜି ଅନୁସାରେ ବିଚରଣ କରିପାରିବେ । ସ୍ଵତନ୍ତ୍ରଭାବେ ଏହି ପାର୍କକୁ ସରକାରୀଭାବେ ମାନ୍ୟତା ଦିଆଯାଇଛି । କେହି କାହାକୁ ଖରାପ ବ୍ୟବହାର କରିପାରିବେ ନାହିଁ ।

ଫ୍ରାନ୍ସରେ ଥିବା ଏହି ପାର୍କରେ ମହିଳା ଓ ପୁରୁଷ ଉଭୟ ଉଲଗ୍ନ ହୋଇ ବିଚରଣ କରିପାରିବେ । କେହି କାହାକୁ ବାଧା ଦେଇପାରିବେ ନାହିଁ । ଏହି ପାର୍କକୁ ଯାଉଥିବା ଦର୍ଶକ ନିଜ ମର୍ଜିରେ ପୋଷାକ ପିନ୍ଧିପାରିବେ ।

ଏହି ପାର୍କ ଦିନ ୮ଟାରୁ ସଂନ୍ଧ୍ୟା ୭ ପର୍ଯ୍ୟନ୍ତ ଖୋଲା ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.