oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଏମିତି ଗୋଟିଏ ପାର୍କ ଅଛି, ଯେଉଁଠି ସଂପୂର୍ଣ୍ଣ ଉଲଗ୍ନ ହୋଇ ବୁଲିବାକୁ ପଡ଼େ … ଆସନ୍ତୁ ଜାଣିବା ସେହି ପାର୍କ ବିଷୟରେ

5/02/2019 at 7:47 PM

ଆମେ ସମସ୍ତେ ବିଭିନ୍ନ ସ୍ଥାନରେ ପାର୍କ ଦେଖିଛନ୍ତି । କିନ୍ତୁ ଆମେ ଏଭଳି ପାର୍କ ଦେଖି ନାହାଁନ୍ତି, ଯେଉଁଠି ବୁଲିବାକୁ ହେଲେ ପଡ଼ିଥାଏ ହେବାକୁ ସଂପୂର୍ଣ୍ଣ ଉଲଗ୍ନ ।

ଏହି ପାର୍କରେ ପ୍ରେମୀଯୁଗଳ, ସ୍ଵାମୀ-ସ୍ତ୍ରୀ, କିମ୍ବା ବ୍ୟକ୍ତିଗତ ଯିଏ ଯାଉନା କାହିଁକି ରହିଛି ସ୍ଵାଧୀନତା । ସମସ୍ତେ ଏହି ପାର୍କରେ ନିବସ୍ତ୍ର ହୋଇ ରହିପାରିବେ ।

ଏହି ପାର୍କ ଗୋଟିଏ ଫୁଟବଲ ପଡ଼ିଆ ଆକାରରେ ହୋଇଥାଏ । ଏଥିରେ ଭିଜିଟର ମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଥାଏ । ଏହି ପାର୍କରେ ଆପଣ ନିଜ ମର୍ଜି ଅନୁସାରେ ବିଚରଣ କରିପାରିବେ । ସ୍ଵତନ୍ତ୍ରଭାବେ ଏହି ପାର୍କକୁ ସରକାରୀଭାବେ ମାନ୍ୟତା ଦିଆଯାଇଛି । କେହି କାହାକୁ ଖରାପ ବ୍ୟବହାର କରିପାରିବେ ନାହିଁ ।

ଫ୍ରାନ୍ସରେ ଥିବା ଏହି ପାର୍କରେ ମହିଳା ଓ ପୁରୁଷ ଉଭୟ ଉଲଗ୍ନ ହୋଇ ବିଚରଣ କରିପାରିବେ । କେହି କାହାକୁ ବାଧା ଦେଇପାରିବେ ନାହିଁ । ଏହି ପାର୍କକୁ ଯାଉଥିବା ଦର୍ଶକ ନିଜ ମର୍ଜିରେ ପୋଷାକ ପିନ୍ଧିପାରିବେ ।

ଏହି ପାର୍କ ଦିନ ୮ଟାରୁ ସଂନ୍ଧ୍ୟା ୭ ପର୍ଯ୍ୟନ୍ତ ଖୋଲା ରହିଥାଏ ।

   Related Posts