ସାମ୍ନାକୁ ଆସିଲା ମିଷ୍ଟର-ମିସେସ୍‌ ଚଡ୍ଡାଙ୍କ ବିବାହର ପ୍ରଥମ ଝଲକ, ଅଭିନେତ୍ରୀ କହିଲେ-ଏହି ଦିନକୁ କେବେ ଠାରୁ..

ମୁମ୍ଵାଇ ୨୫।୦୯: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଜନେତା ରାଘବ ଚଡ୍ଡା। ଚର୍ଚ୍ଚିତ କପଲଙ୍କ ଚର୍ଚ୍ଚିତ ବିବାହ । ଦୁହେଁ ଉଦୟପୁରରେ ପଞ୍ଜାବୀ ରୀତିନୀତରେ ବିବାହ କରିଥିଲେ। ବଲିଉଡ ଏବଂ ରାଜନୀତିର ବହୁ ହାଇ-ପ୍ରୋଫାଇଲ୍ ବ୍ୟକ୍ତିତ୍ୱ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଦମ୍ପତିଙ୍କ ପ୍ରଶଂସକମାନେ ଦୁହିଁଙ୍କ ଫଟୋକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଶେଷରେ, ଏହି କପଲଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ଉଭୟ କ୍ରିମ୍ ରଙ୍ଗର ପୋଷାକରେ ନଜର … Continue reading ସାମ୍ନାକୁ ଆସିଲା ମିଷ୍ଟର-ମିସେସ୍‌ ଚଡ୍ଡାଙ୍କ ବିବାହର ପ୍ରଥମ ଝଲକ, ଅଭିନେତ୍ରୀ କହିଲେ-ଏହି ଦିନକୁ କେବେ ଠାରୁ..