ବୁଧବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବିଭିନ୍ନ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା

Published By : Prameya-News7 Bureau | July 10, 2024 IST

ପୁରୀ ୧୦।୦୭:  ବୁଧବାର ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବୈଠକରେ ହେବ ଆଲୋଚନା । 

ବୈଠକରେ ପରିଚାଳନା କମିଟିର ସଦସ୍ୟ ମାନେ ରହିବେ ଉପସ୍ଥିତ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ମଧ୍ୟ ରହିବେ ଉପସ୍ଥିତ। ପୂର୍ବାହ୍ନ ୧୧ଟାରେ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଅନୁଷ୍ଠିତ ହେବ ଏହି ବୈଠକ। ରତ୍ନଭଣ୍ଡାର ଖୋଲିବା ନେଇ ରତ୍ନଭଣ୍ଡାର କମିଟି ଦେଇଥିବା ନିଷ୍ପତ୍ତି ଉପରେ ଆଲୋଚାନ ହେବାର ସୂଚନା ମିଳିଛି । 

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.