୫ଦଫା ଦାବି ନେଇ ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘର ବିକ୍ଷେ।ଭ ପ୍ରଦର୍ଶନ
15/10/2018 at 10:15 AM

ଜଗତସିଂହପୁର ୧୫|୧୦: ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘର ବିକ୍ଷେ।ଭ ପ୍ରଦର୍ଶନ । ତୈଳ ବିଶେ।ଧାନାଗାର ପ୍ରଶାସନିକ ଭବନ ସମ୍ମୁଖରେ କଳାପତାକା ପ୍ରଦର୍ଶନ କରିଛି ସଂଘ । ଦରମା ବୃଦ୍ଧି, ମାସକୁ ମାସ ନିୟମିତ ଦରମା ପ୍ରଦାନ, ଗେଟ୍ ପାସ ପ୍ରଦାନ, ପୁରୁଣା ଶ୍ରମିକଙ୍କୁ ଛଟେଇ ନକରିବା ଭଳି ୫ ଦଫା ଦାବି ନେଇ ସଂଘ ପକ୍ଷରୁ ବିକ୍ଷେ।ଭ ପ୍ରଦର୍ଶନ କରାଯାଉଛି । ପୂର୍ବରୁ ବିଭିନ୍ନ ଦାବି ନେଇ ଅଗଷ୍ଟ ୪ ତାରିଖରେ ଆନ୍ଦେ।ଳନ କରିଥିଲା ସଂଘ । ହେଲେ ଦାବି ପୂରଣ ନହେବାରୁ ପୁଣି ଥରେ ଆନ୍ଦେ।ଳନକୁ ଓହ୍ଳାଇଛି ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ଦାବି ପୂରଣ ନହେବାଯାଏଁ ଆନ୍ଦେ।ଳନ ଜାରି ରଖିବାକୁ ଚେତ।ବନୀ ଦିଆଯାଇଛି ।
Related Posts
କାଳେସୀ ଲାଗି ପାଣିକୁ ଡେଇଁଲେ ବୃଦ୍ଧ, ଚାଲିଗଲା ଜୀବନ
28 January 2023