suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୫ଦଫା ଦାବି ନେଇ ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘର ବିକ୍ଷେ।ଭ ପ୍ରଦର୍ଶନ

15/10/2018 at 10:15 AM

ଜଗତସିଂହପୁର ୧୫|୧୦: ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘର ବିକ୍ଷେ।ଭ ପ୍ରଦର୍ଶନ । ତୈଳ ବିଶେ।ଧାନାଗାର ପ୍ରଶାସନିକ ଭବନ ସମ୍ମୁଖରେ କଳାପତାକା ପ୍ରଦର୍ଶନ କରିଛି ସଂଘ । ଦରମା ବୃଦ୍ଧି, ମାସକୁ ମାସ ନିୟମିତ ଦରମା ପ୍ରଦାନ, ଗେଟ୍ ପାସ ପ୍ରଦାନ, ପୁରୁଣା ଶ୍ରମିକଙ୍କୁ ଛଟେଇ ନକରିବା ଭଳି ୫ ଦଫା ଦାବି ନେଇ ସଂଘ ପକ୍ଷରୁ ବିକ୍ଷେ।ଭ ପ୍ରଦର୍ଶନ କରାଯାଉଛି । ପୂର୍ବରୁ ବିଭିନ୍ନ ଦାବି ନେଇ ଅଗଷ୍ଟ ୪ ତାରିଖରେ ଆନ୍ଦେ।ଳନ କରିଥିଲା ସଂଘ । ହେଲେ ଦାବି ପୂରଣ ନହେବାରୁ ପୁଣି ଥରେ ଆନ୍ଦେ।ଳନକୁ ଓହ୍ଳାଇଛି ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ଦାବି ପୂରଣ ନହେବାଯାଏଁ ଆନ୍ଦେ।ଳନ ଜାରି ରଖିବାକୁ ଚେତ।ବନୀ ଦିଆଯାଇଛି ।

   Related Posts