ପପୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି
17/05/2018 at 12:03 PM

ଭଲ ଅଛନ୍ତି ପପୁ। ଆଇସୁୟୁରେ ତାଙ୍କୁ ରଖା ଯାଇଛି। ନାକରେ ନଳୀ ଲାଗିଛି।। ସମସ୍ତଙ୍କୁ ହସାଉଥିବା ପପୁ ଖୁବ ଶିଘ୍ର ଡିସଚାର୍ଜ ହେବେ ଦୀଲ୍ଲି ଏମସରୁ। ଗ୍ୟାସଚ୍ରୋଲୋଜି ବିଭାଗର ପ୍ରଫେସର ଅନୁପ ସରାଏ ତାଙ୍କର ଚିକିତ୍ସା କରୁଛନ୍ତି। ସୋସିଆଲ ମିଡ଼ିଆରେ ହେଉଥିବା ଅପପ୍ରଚାରକୁ ପ୍ରବଳ ନିନ୍ଦା କରିଛନ୍ତି ପପୁଙ୍କ ସଂପର୍କୀୟ। ସେ ଖୁବ ଶିଘ୍ର ଭଲ ହୋଇ ଓଡିଶା ଫେରନ୍ତୁ ବୋଲି ରାଜ୍ୟବାସୀଙ୍କୁ ପ୍ରାଥନା କରିବାକୁ ଅନୁରୋଧ କରିଛନ୍ତି ପରିବାର ଲୋକ।
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023