scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଲଗାଣ ବର୍ଷାରେ ଭାଙ୍ଗିଲା ପାଣ୍ଡିଆବିଲ ବନ୍ଧ, ଯୋଗାଯୋଗ ବିଚ୍ଛିନ୍ନ

26/07/2023 at 6:31 PM

ଜଟଣୀ ୭: ଲଗାଣ ବର୍ଷା ଯୋଗୁଁ ଜଟଣୀ ବ୍ଲକ ବେଣାପାଞ୍ଜରୀ ପଂଚାୟତର ପାଣ୍ଡିଆବିଲି ଗ୍ରାମକୁ ଯାଇଥିବା ମୁଖ୍ୟ ବନ୍ଧ ଭାଙ୍ଗି ବିଚ୍ଛିନ୍ନ ହେଲା ରାସ୍ତା l ବର୍ଷା ଯୋଗୁଁ କଣାସ, ଡେଲାଙ୍ଗ ଓ ଜଟଣୀ ବ୍ଲକର ତିନୋଟି ଗ୍ରାମ ଓ ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ଥିବା ପାଖାପାଖି ୫୦ଟି ଗ୍ରାମର ୫ ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ପାଣ୍ଡିଆବିଲ ବନ୍ଧ ଉପରେ ନିର୍ଭର କରନ୍ତି ।

ଗତବର୍ଷ ଜୁଲାଇ ୧୬ ତାରିଖରେ ମଧ୍ୟ ଏହି ବନ୍ଧ ଭାଙ୍ଗିବା ଯୋଗୁ ଜଟଣୀ ସହରକୁ ଯିବା ପାଇଁ ୮ କିଲୋମିଟର ରାସ୍ତାକୁ ପାଖାପାଖି ୨୫ କିଲୋମିଟର ଦେଇ ଗ୍ରାମବାସୀଙ୍କୁ ଯିବାକୁ ପଡିବ l ସ୍କୁଲ ଓ କଲେଜ ଯିବାଆସିବା ପାଇଁ ଛାତ୍ରଛତ୍ରୀ ଓ ଗ୍ରାମବାସୀ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି l ସ୍ୱାଧୀନତାର ୭୫ ବର୍ଷ ପରେ ବି ରାଜଧାନୀଠାରୁ ୩୦ କିଲୋମିଟର ଭିତରେ ଥିବା ଏଇ ଗ୍ରାମବାସୀଙ୍କୁ ନଦୀ ପାର ହେବା ପାଇଁ ଏକମାତ୍ର ଡ଼ଙ୍ଗା ଉପରେ ଭରସା କରିବାକୁ ପଡେ l

You Can Read :

   Related Posts