ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ନିଷେଧ, ଜାନୁଆରୀ ୧ରୁ ଲାଗୁ ହେବ ନିୟମ

ପୁରୀ ୧୪।୧୧: ଶ୍ରୀମନ୍ଦିରରେ ପାନ, ଗୁଟଖା ଉପରେ ଲାଗିଲା କଟକଣା । ପାନ, ଗୁଟଖାକୁ ବ୍ୟାନ୍ କଲା ଶ୍ରୀମନ୍ଦିର ପ୍ରଶାସନ । ବରାହ ପୁରାଣ ଆଧାରରେ ଏହି କଟକଣା ଲାଗୁ କରାଯାଇଛି । ଜାନୁଆରୀ ୧ରୁ ଡ୍ରେସକୋର୍ଡ ଭଳି ପାନ, ଗୁଟଖାକୁ ମଧ୍ୟ ସମ୍ପୂର୍ଣ୍ଣ ବ୍ୟାନ୍ କରାଯିବ । ଶ୍ରୀମନ୍ଦିର ଭିତରେ କେହି ପାନ, ଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେନାହିଁ । ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି … Continue reading ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ନିଷେଧ, ଜାନୁଆରୀ ୧ରୁ ଲାଗୁ ହେବ ନିୟମ