ସଙ୍କଟରେ ପାଲା ଗାୟକ ଏବଂ ପାଳିଆ
29/04/2020 at 5:28 PM

ଡ଼େଲାଙ୍ଗ୨୯/୪: କଳା, ସଂସ୍କୃତି ଓ ଭାଷା ସାହିତ୍ୟର ବିକାଶ ସହିତ ପ୍ରଚାର ଓ ପ୍ରସାର ଦିଗରେ ପାଲାର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି। ସିଧା ସଳଖ ଲୋକମାନଙ୍କ ସଂସ୍ପର୍ଶରେ ସମାଜକୁ ଆଧ୍ୟାତ୍ମିକ ଚେତନା ଦେଇଥାଆନ୍ତି। ଓଡ଼ିଶା ସଂସ୍କୃତିରେ ପାଲାର ଚାହିଦା ଦିନକୁ ଦିନ କମିବାରେ ଲାଗିଛି। ପାଲା ଗାୟକ ଏବଂ ପାଳିଆମାନେ ପାଲାଠାରୁ ଦୂରେଇବାକୁ ଲାଗିଲେଣି।

ବର୍ତ୍ତମାନ ସମାଜରେ ଲୋକେ ପାଲାଠାରୁ ମୁହଁ ଫେରାଇ ନେଉଛନ୍ତି। ଯାହା ବି ହେଉ, ପାଲା କରି ନିଜର ଗୁଜୁରାଣ ମେଣ୍ଟାଉଥିବା ପାଲା ଗାୟକ ଏବଂ ପାଳିଆ ଏବେ କରିବେ କଣ? ମୋଟାମୋଟି କହିବାକୁ ଗଲେ ସଂକଟରେ ପାଲା ଗାୟକ। ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ପାଲାର ଆବଶ୍ୟକ ରହିଛି। ଗତ ବର୍ଷ ଫନି ଓ ଏ ବର୍ଷ କୋଭିଡ-୧୯ ଯୋଗୁଁ ପୁରା ବନ୍ଦ ହୋଇଯାଇଛି ପାଲା।
Related Posts
ସ୍କୁଲରେ ଭୂତ ଭୟ ! ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଝୁଲୁଛି ତାଲା
5 February 2023
ଅଜଣା ଗାଡି ଧକ୍କାରେ ତିନୋଟି ଭାଲୁ ମୃତ
5 February 2023
ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ
5 February 2023
ସିରିଜ୍ ଦୁର୍ଘଟଣା, ତିନୋଟି ବାଇକକୁ ପଛପଟୁ ପିଟିଲା ଟାଟା ଏସି
5 February 2023