Asia Cup: ଭାରତ ବିପକ୍ଷରେ ପାକିସ୍ତାନର ଚୂଡ଼ାନ୍ତ ଏକାଦଶ ଘୋଷଣା, ରବିବାର ଖେଳିବେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଆସନ୍ତାକାଲି ଏସିଆ କପ୍‌ ସୁପର-୪ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ। ଏହି ମ୍ୟାଚ୍‌କୁ କ୍ରିକେଟ୍ ପ୍ରେମୀ ଚାତକ ପରି ଚାହିଁ ରହିଛନ୍ତି। ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତୀୟ ସମୟ ଅପରାହ୍ଣ ୩ଟାରେ ମ୍ୟାଚ୍ ଆରମ୍ଭ ହେବ। ବଡ଼ ମୁକାବିଲା ପାଇଁ ପାକିସ୍ତାନ ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ବାବର ଆଜମଙ୍କ ନେତୃତ୍ଵାଧୀନ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ମହମ୍ମଦ ନଓ୍ଵାଜଙ୍କ ସ୍ଥାନରେ ଫହୀମ ଅଶରଫଙ୍କୁ … Continue reading Asia Cup: ଭାରତ ବିପକ୍ଷରେ ପାକିସ୍ତାନର ଚୂଡ଼ାନ୍ତ ଏକାଦଶ ଘୋଷଣା, ରବିବାର ଖେଳିବେ ଏହି ଷ୍ଟାର ଖେଳାଳି