ପାକିସ୍ତାନ ପ୍ରଧାନମନ୍ତ୍ରୀ ଡ଼ହଳ ବିକଳ ହୋଇ ଖୋଜୁଛନ୍ତି କାହାକୁ, କିଏ ସେ ଖାସ୍ ବ୍ୟକ୍ତି, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | November 10, 2019 IST

ଇସ୍ଲାମାବାଦ୧୦/୧୧: କଂଗ୍ରେସ ନେତା ନବଜ୍ୟୋତି ସିଂହ ସିନ୍ଧୁ ସବୁବେଳେ ବିବାଦୀୟ କାର୍ଯ୍ୟ କରି ଚର୍ଚ୍ଚା ରହି ଆସିଛନ୍ତି। ନିକଟରେ ନବଜ୍ୟୋତି ସିଂହ ସିଦ୍ଧୁ କର୍ତ୍ତାରପୁର ପହଞ୍ଚିବା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କିଭଳି ଭାବେ ତାଙ୍କୁ ଖୋଜୁଛନ୍ତି ତାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସମସ୍ତ ଅଧିକାରୀଙ୍କ ସାମ୍ନାରେ ସିନ୍ଧୁଙ୍କୁ ଦେଖିବା ପାଇଁ ଇମ୍ରାନ କିଭଳି ଡ଼ହଳ ବିକଳ ହେଉଛନ୍ତି ଭିଡିଓ ଦେଖିଲେ ହୁଏତ ଆପଣ ଜାଣି ପାରିବେ। ଦେଖନ୍ତୁ ଭିଡିଓ

wp:core-embed/twitter {"url":"https://twitter.com/Geeta_Mohan/status/1193251046568558592","type":"rich","providerNameSlug":"twitter","className":""}
https://twitter.com/Geeta_Mohan/status/1193251046568558592
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.