oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ବ୍ୟାଙ୍କିଂ ପ୍ରଣାଳୀ ‘ସରିୟା’ ବିରୋଧି : ଅଜବ ଆଦେଶ ଦେଲେ ପାକିସ୍ତାନ କୋର୍ଟ

29/04/2022 at 1:04 PM

ନୂଆଦିଲ୍ଲୀ ୨୯/୦୪: ବ୍ୟାଙ୍କିଂ ସିଷ୍ଟମ ଇସାଲମ ବିରୋଧି । ପାକିସ୍ତାନର ଏକ କୋର୍ଟ ବ୍ୟାଙ୍କିଂ ପ୍ରଣାଳୀକୁ ‘ସରିୟା’ ବିରୋଧୀ ବୋଲି କହିଛନ୍ତି । ଫେଡେରାଲ ସରିୟତ କୋର୍ଟ ଏକ ଶୁଣାଣି କରି କହିଛନ୍ତି ଯେ, ବ୍ୟାଙ୍କିଂ ପ୍ରଣାଳୀକୁ ବଦଳାଇବା ଦରକାର । ପୂର୍ବରୁ ଦେଶରେ ଥିବା ନିୟମରେ ପରିବର୍ତ୍ତନ ଜରୁରୀ । ୨୦୨୭ସୁଦ୍ଧା ଦେଶର ବ୍ୟାଙ୍କିଂ ପ୍ରଣାଳୀରୁ ସୁଧ ହଟାଇବାକୁ ସରକାରଙ୍କୁ କହିଛନ୍ତି ।

ଓ୍ୱାୟନର ରିପୋର୍ଟ ଅନୁସାରେ, ପାକିସ୍ତାନ କୋର୍ଟ ସରକାରଙ୍କୁ ସୁଧ ମୁକ୍ତ ପ୍ରଣାଳୀରେ ଲୋନ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତି ସେହି ସମୟରେ ଆସିଛି ଯେତେବେଳେ ଦେଶ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ।

ମାମଲାର ଶୁଣାଣି କରୁଥିବା ନ୍ୟାୟମୂର୍ତ୍ତି ସୟଦ ମହମ୍ମଦ ଅନଓ୍ୱର କହିଥିଲେ ଯେ, ଇସଲାମି ବ୍ୟାଙ୍କିଂ ପ୍ରଣାଣୀ ଭୟ ମୁକ୍ତ ଓ ଶୋଷଣର ବିରୋଧୀ । ୨୦ ବର୍ଷ ବିତି ଯାଇଥିଲେ ବି ସରକାର ସୁଧ ପ୍ରଣାଳୀ ବିରୋଧରେ କୌଣସି ଠୋସ ପଦକ୍ଷେପ ନେଉ ନାହାଁନ୍ତି । ୧୮୩୯ ଅଧିନିୟମ ଅନୁସାରେ କୋର୍ଟ ସୁଧ ବ୍ୟବସ୍ଥାକୁ ବେଆଇନ ବୋଲି କହିଛନ୍ତି ।

ଶୁଣାଣିକୁ ନେଇ ପାକ୍ ସରକାର କହିଛନ୍ତି ଯେ, ବ୍ୟାଙ୍କିଂ ପ୍ରଣାଳୀ ଉପରେ ଦାଖଲ ଆବେଦନର ଶୁଣାଣି ହୋଇଛି । ଆର୍ଥିକ ବ୍ୟବସ୍ଥା ସୁଧାରିବା ସରକାରଙ୍କ ଧାର୍ମିକ ଓ ସାମ୍ବିଧାନିକ କର୍ତ୍ତବ୍ୟ । କୋର୍ଟଙ୍କ ଆଦେଶ ଉପରେ ବିଚାର କରାଯାଉଛି । ଏହାସହ କୋର୍ଟଙ୍କ ଆଦେଶକୁ ଅର୍ଥମନ୍ତ୍ରୀ ମିଫତାହ ଇସମାଏଲ ସ୍ୱାଗତ କରିଛନ୍ତି ।

   Related Posts