ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ କହିଲେ ରାହୁଲ ଗାନ୍ଧୀ ଭାରତର ଆଗାମୀ ପ୍ରଧାନମନ୍ତ୍ରୀ ହେବେ: କଂଗ୍ରେସ କଣ କହିଲା ଶୁଣନ୍ତୁ...

Published By : Prameya-News7 Bureau | September 24, 2018 IST

ଇସ୍ଲାମଵାଦ ୨୪/୯ : ପାକିସ୍ତାନ ପୁଣି ଭାରତୀୟ ରାଜନୀତିରେ ହସ୍ତକ୍ଷେପ କରିବାକୁ ଉଦ୍ୟମ ଆରମ୍ଭ କରିଛି | ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ରେହେମାନ ମଲ୍ଲିକ ଟ୍ୱିଟ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ପ୍ରଶଂସା କରିଛନ୍ତି | ସେ ଏହା ମଧ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଭାରତର ଆଗାମୀ ପ୍ରଧାନମନ୍ତ୍ରୀ ହେବେ | ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେବାମୂଖ୍ୟ ବିପିନ ରାୱତଙ୍କୁ ଟାର୍ଗେଟ କରିଛନ୍ତି ରେହେମାନ ମଲ୍ଲିକ | ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ମଧ୍ୟ ମଲ୍ଲିକ ସେୟାର କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.