oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଇମରାନ ଯିବେ ନା ରହିବେ, ତାକୁ ନେଇ ଜାରି ରହିଛି ସସପେନ୍ସ, ଅନାସ୍ଥା ପ୍ରସ୍ତାବ କାଟ୍ ଖାଇବା ମାମଲାରେ ଶୁଣାଣି କରିବେ ସୁପ୍ରିମକୋର୍ଟ

6/04/2022 at 8:28 AM

ନୂଆଦିଲ୍ଲୀ ୦୬/୦୪: ପାକିସ୍ତାନ ରାଜନୀତିରେ ଏବେ ଝଡ। କାମଚଳା ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଯିବେ ନା ରହିବେ। ତାହାକୁ ନେଇ ପାକିସ୍ତାନରେ ସବୁ ଆଡେ ଚର୍ଚ୍ଚା। ସେପଟେ ପାକିସ୍ତାନ ନ୍ଯାସନାଲ ଆସେମ୍ବିଲ ଭଂଗ ଆଉ ଇମରାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇବା ମାମଲାର ଶୁଣାଣୀ ଆସନ୍ତାକାଲି ଯାଏଁ ମୁଲତବୀ ରହିଛି ।

ତେବେ ଆଜି ଏହି ମାମଲାର ଶୁଣାଣୀ ବେଳେ ସୁପ୍ରିମକୋର୍ଟ ପାକିସ୍ତାନ ନ୍ଯାସନାଲ ଆସେମ୍ବିଲରେ ସେଦିନ ପ୍ରୋସିଡିଂର ରେକର୍ଡ ତଲବ କରିଛନ୍ତି। ଅନାସ୍ଥା ପ୍ରସ୍ତାବର ପ୍ରୋସିଡିଂର ରେକର୍ଡ ଦେଖିବା ଜରୁରୀ ବୋଲି ସୁପ୍ରିମକୋର୍ଟ ଅନୁଭବ କରିଛନ୍ତି ।

ସେପଟେ ଇମରାନ ଖାନଙ୍କ ଦ୍ବାରା ନିୟୁକ୍ତ ସରକାରୀ ଓକିଲ ମୁଖ୍ଯ ଆଟାର୍ଣ୍ଣି ଜେନେରାଲ ବାଗି ହୋଇପଡିଥିବା ଜଣାପଡିଛି। ଆଟର୍ଣ୍ଣି ଜେନେରାଲ ଖାଲିଦ ଜାବେଦ ଖାନ ଆଜି ସୁପ୍ରିମକୋର୍ଟରେ ଶୁଣାଣୀ ବେଳେ କହିଛନ୍ତି- ଏହା ମୋର ଶେଷ କେସ୍। ମୁଁ ସମ୍ବିଧାନ ଅନୁଯାୟୀ କାମ କରିବି।

   Related Posts