ପୁଣି ପାକ ସେନାର ଅସ୍ତ୍ରବିରତି ଉଲଂଘନ ; ୩ ଜଣ ଅଫିସର ଓ ଜଣେ ଯବାନ ସହିଦ
13/06/2018 at 5:30 AM

ଜାମ୍ମୁ କାଶ୍ମୀର ସାମ୍ବା ସେକ୍ଟର ବିଏସଏଫ ପୋଷ୍ଟ ଉପରକୁ ଗୁଳି ମାଡ କରିଛି ପାକିସ୍ତାନ | ଆଖି ଭୁଜା ଗୁଳିମାଡ କରିଛନ୍ତି ପାକ ରେଞ୍ଜର୍ସ | ଗୁଳିମାଡରେ ବିଏସଏଫଏଅ ୩ ଜଣ ଅଫିସର ଓ ଜଣେ ଯବାନ ସହିଦ ହୋଇଥିବା ବେଳେ ୩ ଯବାନ ଗୁରୁତର ଆହତ ହୋଇଛନ୍ତି | ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି |